ବାରବାଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତେଜନା, ଶିକ୍ଷକଙ୍କୁ ତାଲା

ନୟାଗଡ଼ ସଦର ବ୍ଲକ ବାରବାଟୀ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଚାପା ଉତେଜନା ଦେଖା ଯାଇଛି, ଅଭିଭାବକ ମlନେ ଶିକ୍ଷକ ଙ୍କୁ ତାଲା ପକାଇ ପ୍ରତିବାଦ କରିଛନ୍ତି, ଗତକାଲି ବିଦ୍ୟାଳୟ ଛୁଟି ହେବା ପରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମନେ ତାଲା ପକାଇ ଚାଲି ଯାଇଥିଲେ, ବିଦ୍ୟାଳୟ ପରିସର କୁ ପାଣି ପାଇଁ ଜଣେ ବ୍ୟକ୍ତି ଦେଖିବା ପରେ ପିଲାଟି କୁ ଉଦ୍ଧାର କରିଥିଲେ, ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟ ଖୋଲିବା ପରେ ପ୍ରତିବାଦ କରିବା ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ତାଲା ପକାଇ ଦେଇ ଥିବା ଜଣାପଡିଛି, ଖବରପାଇ ସଦର ଥାନା ପୋଲିସ ପହଂଚି ଲୋକଙ୍କୁ ଓ ଅଭିଭାବକ ଙ୍କୁ ବୁଝା ସୁଝା ପରେ ତାଲା ଖୋଲା ଯାଇଥିବା ସୂଚନା ମିଳିଛି

You might also like