ବିଜେଡି ରେ ସାମିଲ ହେଲେ ବିରୋଧୀ ଦଳ ନେତା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକର ଗମ୍ଭାରିଡ଼ିହି ଗ୍ରାମ ପଞ୍ଚାୟତର ଦେଉଳି ଗ୍ରାମର ବିରୋଧୀଦଳ ଆଗଧାଡ଼ିର ନେତାମାନେ ବିଜୁ ଜନତା ଦଳରେ ଯୋଗ ଦେଲେ।

ପ୍ରହଲ୍ଲାଦ ବେହେରା, ବସନ୍ତ କୁମାର ବେହେରା, ଧର୍ମପଦ ଜେନା, ନିରୋଧ ମହାପାତ୍ର, ମଙ୍ଗୁଳି ବେହେରା, ଶରତ ପ୍ରଧାନ, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଆଜି ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

You might also like