ବିଜେଡି ର ମହିଳା ସମାବେଶ

ଓଡ଼ଗାଁ ବ୍ଳକ ପନ୍ତିଖାରି ପଞ୍ଚାୟତ ମଶାବାରି ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ, କାର୍ଯ୍ୟକ୍ରମ ରେ ରାଜ୍ୟ ବରିଷ୍ଠ ଉପସଭାନେତ୍ରୀ ପ୍ରଭାସିନୀ ନନ୍ଦ ଯୋଗ ଦେଇ ରାଜ୍ୟ ସରକାର ଙ୍କ ଯୋଜନା ଉପରେ ଅବଗତ କରାଇଥିଲେ, ସମସ୍ତ ଯୋଜନା ଘରେ ଘରେ ପହଞ୍ଚାଇବାକୁ ପରାମର୍ଶ ଦେବା ସହ ମିଶନ ଶକ୍ତି ମା ମାନେ କି ଭଳିସଶକ୍ତ ହେବେ ସେଥିପ୍ରତି ଗୁରୁତ୍ୱ ଦେଇ ଥିଲେ,

ଏଥିରେ ମଦର ଟେରେସା ମହାସଂଘ ର ସଭାପତି ଶୈଳବାଳା ମହାରଣା ଓ ସଂପାଦକ ରଶ୍ମିତା ଦାସ, ଙ୍କ ସମେତ ବହୁ ସ୍ୱୟଂ ସହାୟକ ଗୋଷ୍ଠି ର ସଦସ୍ୟା ମାନେ ଯୋଗ ଦେଇ ଥିଲେ,, ଲକ୍ଷ୍ମୀ ଧର ପ୍ରଧାନ ଓ ସୁରେନ୍ଦ୍ରମହାରଣା, କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ,

You might also like