ବିଜେପି କୃଷକ ମୋର୍ଚ୍ଚା ନୟାଗଡ଼ ଜିଲ୍ଲା କାର୍ଯ୍ୟକର୍ତା ସମ୍ମିଳନୀ ଜିଲ୍ଲା ସଭାପତି ଶ୍ରୀ ଶ୍ରୀନିବାସ ପ୍ରଧାନ କଂ ସଭାପତିତ୍ବରେ ନୀଳମାଧବ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ରାଜ୍ୟ ସଂପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ,

ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଶୂଜୀତ୍ ସ୍ୱାଇଁ, ବିଜେପି ଜିଲ୍ଳା ସଭାପତି ଶ୍ରୀ ତାପସ କୁମାର ମାର୍ଥା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ସଞ୍ଜୟ କୁମାର ନାୟକ, ସନ୍ତୋଷ କୁମାର ପ୍ରଧାନ, ବୁଲୁ ଗୌଡ ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ ।