ବିଜେପି ସରକାର ବର୍ଷ ପୂର୍ତ୍ତି ସଫଳତା ନେଇ ମନ୍ତ୍ରୀ ଙ୍କ ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼ ସର୍କିଟ ହାଉସ ଠାରେ ଆଜି ସକାଳ 11ଘଟିକାସମୟ ରେ ବିଜେପି ସରକାର ବର୍ଷ ପୂର୍ତ୍ତି ଅବସର ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଆଜି ଏହି ସମ୍ମିଳନୀ ରେ ସର୍କିଟ ହାଉସ ଠାରେ ବିଜେପି ଜିଲ୍ଲା ସଭାପତି ତାପସ କୁମାରମାର୍ଥା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାରସ୍ୱାଇଁ, ଦଶପଲ୍ଲା ବିଜେପି ନେତା ରାଘବ ମଲ୍ଲିକ ଉପସ୍ଥିତ ଥିଲେ, ମୁଖ୍ୟ ଅତିଥି ଭାବେ ମସ୍ଚ୍ୟ ଓମନ୍ତ୍ରୀପ୍ରାଣୀ ସମ୍ପଦଗୋକୁଳା ନନ୍ଦ ମଲ୍ଲିକ ଯୋଗ ଦେଇ ରାଜ୍ୟ ସରକାରଙ୍କବର୍ଷେ ମଧ୍ୟ କରିଥିବା ବିଭିର୍ନ କାର୍ଯ୍ୟ ଓ ବିକାଶସମ୍ପର୍କ ସୂଚନା ଦେଇ ଥିଲେ,

You might also like