ଡ଼ ଆମ୍ବେଦକର ମହାସଂଘ ର ସଭାପତି ଶ୍ରୀଯୁକ୍ତ ସୁଧୀର ମୁଖି ,ସମ୍ପାଦକ ଅଖିଳ କୁମାର ନାୟକ ,ସହ ସମ୍ପାଦକ ତ୍ରୀନାଥ ନାୟକ, ମୁଖ୍ୟ ଉପଦେଷ୍ଟା ବିପିନ କୁମାର ଦଳାଇ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ଦଳାଇ , ବାପିନ,ଲୋଚନ,ଗୁନା,କବି, ନବ, ପପୁ, ଗନେଶ,ଡିଜିଟାଲ ମିଡିଆ ଆଡ୍ ମିନ୍ ଚିଫ୍ ସନ୍ତୋଷ ନାଏକ ଓ

ସମସ୍ତ ସହକର୍ମି ଉପସ୍ତିତିରେ ମାନ୍ୟବର ଵିଧ୍ୟାୟକ ଡ ଅରୁଣ କୁମାର ସାହୁ ଙ୍କ ଅନୁଦାନରେ ସିନ୍ଦୁରିୟା ଗ୍ରାମ କସ୍ତୁରି ବିହାର ପୋଖରିସହିରେ ଏକ ନଳକୂପ ସ୍ତାପିତ କରାଗଲା ଜାହାକି ବହୁଦିନର ଜଳ ସମସ୍ୟl ଦୁରହୋଇ ଥିବା ସୂଚନା ମିଳିଛି , .