ବିଭିର୍ନ କୋଚିଂ ସେଣ୍ଟର ଯାଞ୍ଚ କଲା ନୟାଗଡ଼ ପୋଲିସ,

ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ସହରରେ ଥିବା ବିଭିର୍ନ କୋଚିଂ ସେଣ୍ଟର ରେ ଯାଞ୍ଚ କରାଯାଇଛି, ନୟାଗଡ଼ ମୁନିସିପାଲିଟି କତୃପକ୍ଷ ଙ୍କ ସମେତ ଶିକ୍ଷା, ଅଗ୍ନିସମ ବିଭାଗ ମଧ୍ୟ ଏଥିରେ ସାମିଲ ହୋଇଥିଲା,

ଅଗ୍ନି ନିରପତ୍ତା ଠାରୁ ଆରମ୍ଭ କରି ସିସି କ୍ୟାମେରା, ପାର୍କିଙ୍ଗ, ଶିକ୍ଷା ବିଭାଗ ର ଅନୁମତି ସମ୍ପର୍କ ରେ ଏହି ଯାଞ୍ଚ କରାଯାଇଥିଲା, ବିଭିର୍ନ ଅନୁଷ୍ଠାନ ର ତ୍ରୁଟି ଧରାପଡ଼ିଥିବା ବେଳେ ସେଇ ଅନୁଯାୟୀ ପଦକ୍ଷେପ ନିଆ ଯିବ ବୋଲି ଜଣା ପଡିଛି

You might also like