Skip to content

ବିଭିର୍ନ ଦାବି ନେଇ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଅଧ୍ୟାପକ ଓ କର୍ମ ଚାରି ଙ୍କ ଧାରଣା

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେଅଧ୍ୟାପକ ଓ କର୍ମଚାରୀ ମାନେ ଶାନ୍ତି ପୁର୍ଣ ଭାବେ ଧାରଣା ଦେଇ ଛନ୍ତି, ବାର୍ଷିକ ବେତନ, ଓ ଦରମା ବୃଦ୍ଧି ଦାବି ରେ ସେମାନେ ଏହି ଧାରଣା ଦେଇ ଛନ୍ତି, ଯୁକ୍ତ 2ପରୀକ୍ଷା ଚାଲିଥିବା ସମୟ ରେ ଏହି ଧାରଣା ଯୋଗୁ ପରୀକ୍ଷା ପରିଚାଳନା ରେ ସମସ୍ୟା ସୃଷ୍ଟି ହୋଇଛି,

ବହୁ ବର୍ଷ ଧରି ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା ଏବଂ ବାର୍ଷିକ ସାମୁହିକ ବେତନ ବୃଦ୍ଧି କରାଯିବା ନେଇ ବାରମ୍ବାର କଲେଜ ପରିଚାଳନା କମିଟି କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ଏହି ପଦକ୍ଷେପ ନେଇ ଛନ୍ତି, ନୟାଗଡ଼ କଂଗ୍ରେସ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ସଭାପତି ରଞ୍ଜିତ ଦାସ ଉପସ୍ଥିତ ରହି ଧାରଣା ଦେଇ ଥିବା ଜଣାଯାଇଛି

Ad 1