Skip to content

ବିରୋଧୀ ଦଳ ର 25 ଯୁବକ ବିଜେଡି ରେ ସାମିଲ,

ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତି ଶାଳୀ ହେବାକୁ ଲାଗିଛି, ନିର୍ବାଚନ ଯେତିକି ପାଖେଇଆସୁଛି ବିରୋଧୀ ଦଳ ବହୁ ଛାତ୍ରଓ ଯୁବ ବିଜେଡି ରେ ଯୋଗ ଦେଉ ଛନ୍ତି, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁ ପ୍ରାଣୀତ ହେବା ସହ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କ ବିକାଶ ମୂଳକ ଚିନ୍ତା ଧାରା ବହୁ ବିରୋଧୀ ଗୋଷ୍ଠି ବିଜେଡି ରେ ସାମିଲ ହେଉଥିବା ଦେଖିବାକୁ ମିଳିଛି, ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲାଠି ପଡ଼ା ଗ୍ରାମ ପଞ୍ଚାୟତ ବିରୋଧୀ ଦଳର ୨୫ ଯୁବକ ବିଜେଡ଼ି ରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ସେମାନଙ୍କୁ ସ୍ଵାଗତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜେଡ଼ିର ସହ ସଂଯୋଜକ ବରିଷ୍ଠ ନେତ୍ରୀ ଇରାନୀ ରାୟ,ନୟାଗଡ଼ ବ୍ଲକ ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ , ନୟାଗଡ଼ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ନୀଳମାଧବ ପଣ୍ଡା, ନୟାଗଡ଼ ଜିଲ୍ଲା ବିଜେଡ଼ି ସଂପାଦକ ଗଗନ ବିହାରି ମିଶ୍ର, ବିଜେଡ଼ି ନେତା ଶିବଶଙ୍କର ମହାନ୍ତି ଓ ପୂର୍ବତନ କାଉନସିଲର ନେତ୍ରା ନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବିଜେଡିରେ ଯୋଗ ଦେଇଥିବା ଯୁବକ ମାନେ ହେଲେ ବିଶ୍ଵନାଥ ମହାପାତ୍ର , ପରେଶ ମିଶ୍ର, ଦଣ୍ଡୁ ପ୍ରଧାନ, ଟୁକୁନା ପ୍ରଧାନ, ସୋମନାଥ ବେହେରା, ହରିହର ସାହୁ, ଦିବ୍ୟରଞ୍ଜନ ସାହୁ, ଏମ. ଡି. ସମିର, ଏମ. ଆର. ମେହାବୁବ, ପିଣ୍ଟୁ ଜଗତସିଂ, ସିବୁ ଜଗତସିଂ, ଶିରି କୁମାର ବେହେରା, ରାଜେନ୍ଦ୍ର ନାୟକ, ଚନ୍ଦନ ନାହାକ, ସୌମ୍ୟରଞ୍ଜନ ଗୁରୁ, ଲିକୁ ଘଡ଼େଇ , ବବିନ କୁମାର ବେହେରା, ରୋହିତ ଘଡ଼େଇ, ଚନ୍ଦନ ନାୟକ, ରାଜେଶ ଗୋଛାୟତ, ଆର.ଏସ. କୁମାର ମଲ୍ଲିକ,ଯୋଗେନ୍ଦ୍ର ପ୍ରଧାନ , ରବି ନାୟକ , ଜିତେନ୍ଦ୍ର ନାୟକ ଓ ଜଗନ ପ୍ରଭୃତି ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଆଗାମୀ ଦିନରେ ବିଜୁ ଜନତା ଦଳକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଓ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିଜେଡ଼ି ରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1