ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଠାକୁରଙ୍କର ରୁପା ଅଳଂକାର, ମକୂଟ ଓ ନାକ ଚଣା, ଅଣ୍ଟା ପଟି ଓ ଦାନ ବାକ୍ସ ରୁ ଟଙ୍କା ନେଇ କଳା କନା ବୁଲାଇଛନ୍ତି ଦୃବୁତ,ଘଟଣା ଅନୁଯାୟୀ ତଥା ସୂଚନା ମୁତାବକ ସୁଆର ଆଜି ଭୋର 4ଟା 30ସମୟ ରେ ଆସି ରାତ୍ର ଜଗୁଆଳି ଙ୍କୁ ଡାକି ଥିଲେ ଓ ଦକ୍ଷିଣ ଦ୍ୱାର ଖୋଲା ଥିବା ଦେଖିବାକୁ ପାଇଥିଲେ,

ତତ ସହିତ ତାଲା ଭଙ୍ଗାଯାଇଥିବା ଦେଖିଥିଲେ ଓ ମନ୍ଦିର ପରିଚାଳକ ଙ୍କୁ ଖବର ଦେଇ ଥିଲେ, ଟାଉନ ଥାନା ପୋଲିସ ଖବର ପାଇ ମନ୍ଦିର ରେ ପହଂଚିଥିଲେ,

ଦାନ ବାକ୍ସ ରୁ ଟଙ୍କା ଚୋରି ହୋଇଥିବା ଜାଣି ବାକୁ ପାଇଥିଲେ ଏଥି ସହ ସିଂହାସନ କବାଟ ତାଲାର କଡା ଭାଙ୍ଗି ପ୍ରଭୁ ଙ୍କର ରୁପା ମକୂଟ, ନାକ ଚଣା, ଅଣ୍ଟା ପଟି ଦୃବୁତ ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା, ରୁପା ଅଳଂକାର 1300ଗ୍ରାମ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ୍ୟ ରୁ ଉର୍ଧ୍ଵ ଟଙ୍କା ହେବ,ଏଥି ସହ ଚୋରି ଘଟଣା କୁ ନେଇ ସାଇଣ୍ଟିଫିକ ଟିମ ପହଂଚି ଏହାର ଅନୁସନ୍ଧlନକରିବା ସହିତ ଟାଉନ ଥାନା ପୋଲିସ ଛାନ ଭିନ କରିଛି, ଏଥି ସହ ମନ୍ଦିର ପରିଚାଳକ ଥାନା ରେ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି
