Skip to content

ବୃକ୍ଷ ବିହୁନେ ସୃଷ୍ଟି ନାଶଜଳ ବାୟୁ ପରିବର୍ତ୍ତନ ଏହାରପ୍ରଥମ ଆଭାସ।

ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଇଟାମାଟି ର
ପଞ୍ଚମ ବାର୍ଷିକ ଜିଲ୍ଲାବ୍ୟାପୀ ଚାର ବଣ୍ଟନ, ବୃକ୍ଷ ରୋପଣ, ସବୁଜ ସଚେତନତା ପଦଯାତ୍ରା ଇକିରି ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଛି। ଘରକୁ ଘର ବୁଲି ଲୋକଙ୍କୁ ଗଛର ଉପକାରିତା ସମ୍ପର୍କରେ ଅବଗତ କରାଇବା ଏବଂ ବୃକ୍ଷ ରୋପଣ କରାଯାଇଛି। 1000ରୁ ଉର୍ଦ୍ଧ ଚରା ( ଆମ୍ବ, ପଣସ, ବେଲ, ଅଁଳା, ଡାଳିମ୍ବ, ଅଶୋକ,ବଉଳ, ଗଙ୍ଗଶିଉଳି)ଆଦି ଗଛ ବଣ୍ଟା ଯାଇଥିଲା।

Ad 1