ବ୍ଲକ ସ୍ତରୀୟ ବିଜ୍ଞାନମେଳ। ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅୟୋଜିତ

ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ବ୍ଲକ ସ୍ତରୀୟ ବିଜ୍ଞାନମେଳ। ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩-୨୪ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।ସୋଲାପଟ। ହାଇସ୍କୁଲ ପରିସରରେ ଆୟୋଜିତ ଏହି ବିଜ୍ଞାନମେଳ । ରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୮୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ନିଜ ନିଜର ସହାୟକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ କୁନି କୁନି ବୈଜ୍ଞାନିକମାନେ ନିଜ ନିଜର ପ୍ରକଳ୍ପ କୁ ପ୍ରଦର୍ଶିତ ସହିତ ପ୍ରାଞ୍ଜଳ ଭାବରେ ଦର୍ଶକ ମାନକୁ ବୁଝାଇ ଚାଲିଥିଲେ ।ବିଜ୍ଞାନମେଳ।ର ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ସାହୂ, ଗୋଷ୍ଠୀ ଶିକ୍ଷାଧିକାରୀ ଓଡ଼ଗାଁ ଓ ସମ୍ପାଦକ ଡ଼ଃ ଗିରିଜା ଶଙ୍କର ମହାପାତ୍ର ପ୍ରଧାନଶିକ୍ଷକ, ସୋଲାପଟ। ହାଇସ୍କୁଲଙ୍କ ତତ୍ୱବାଧାନରେ ଉଦ୍ଘାଟନୀ ଉତ୍ସବରେ ନୟାଗଡ଼ ସି ପରିଷଦ ଅଧକ୍ଷ୍ୟ ଇଂ ଦେବାଶିଷ ପଟ୍ଟନାୟକ ବିଜ୍ଞାନମେଳ। କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ।

ସଂମାନିତ ଅତିଥିଭାବରେ ଶ୍ରୀମତୀ ବିରଜ।ଲଷ୍ମୀ ସାହୂ, ଜିଲ୍ଲା ପରିଷଦ ସଦସ୍ୟା, ନୟାଗଡ଼,କମଳିନୀ ବେହେରା ଓ ରବୀନ୍ଦ୍ର କୁମାର ନାୟକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଓଡ଼ଗାଁ ପ୍ରଭୁତି ଉଉପସ୍ଥିତ ଥିବା ବେଳେ ଶ୍ରୀଯୁକ୍ତ ଦେବେନ୍ଦ୍ର ସୁତାର ସମ୍ପାଦକ ଚର୍ଚ୍ଚା ବିଜ୍ଞାନ ଭିତିକ ପତ୍ରିକା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଏଇ ବର୍ଷର ବିଜ୍ଞାନ ବିଷୟ ସମାଜ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉଦ୍ଜାପାନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରଣପୁର ମାନ୍ୟବର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି,ଶ୍ରୀଯୁକ୍ତ ଲୋକନାଥ ସାହୂ ଅଧକ୍ଷ୍ୟ ପଂଚାୟତ ସମିତି ଓଡ଼ଗାଁ,ଶ୍ରଯୁକ୍ତ ସୁଶାନ୍ତ କୁମାର ଜେନା ସଭାପତି ମୋ ସ୍କୁଲ,ବିଜ୍ଞାନମେଳ।

ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ସାହୂ ଓ ସଂପାଦକ ଡ଼ଃ ଗିରିଜା ଶଙ୍କର ମହାପାତ୍ର ଉପସ୍ଥିତ ହୋଇ ପ୍ରକଳ୍ପ ଆଣିଥିବା ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।ପ୍ରକଳ୍ପ ବିଚାରକ ଭାବରେ ଅଧ୍ୟାପକ ପଦ୍ମଚରଣ ମହାପାତ୍ର ,କେମେଷ୍ଟ୍ରି,
ପବିତ୍ର ସାହୂ ଅଧ୍ୟାପକ ବଟ।ନି,ରଘୁନାଥ ମହାବିଦ୍ୟାଳୟ ଓଡ଼ଗାଁ, ପ୍ରତାପ ଚନ୍ଦ୍ର ଶତପଥି ପ୍ରଧାନଶିକ୍ଷକ ଲାଠିପଡା ହାଇସ୍କୁଲ,ନିତ୍ୟାନନ୍ଦ ଦାଶ ପ୍ରଧାନଶିକ୍ଷକ ବି ଡି ହାଇସ୍କୁଲ ଭାପୁର ପ୍ରଭୂତି ବିଚାରକମାନଙ୍କ ଦ୍ୱାରା ବଛାଯାଇ ଜିଲ୍ଲାସ୍ତରୀୟ ବିଜ୍ଞାନମେଳ।କୁ ଅଶ୍ୱନିକୁମାର ସ୍ୱାଇଁ,ସ୍ୱାମୀବିବେକାନନ୍ଦ ସ୍କୁଲ ସରଣକୁଳଙ୍କ ସମ୍ମନିତ୍ୱ କୃଷି,ବାପୁନ ବାରିକ ସରକାରୀ ଉ ପ୍ରା ଗୋତିସ।ହିଙ୍କ କଉତିକିଆ ପଟା, ତମନ୍ନ। ପଟନାୟକ ସରକାରୀ ଉ ପ୍ରା ଡୋଣ୍ଡରଙ୍କ ବିନା ବିଜୁଳିରେ ଜଳସେଚନ,ପ୍ରସିଲା ବେହେରା କେ ଏସ ବି ପବ୍ଲିକ ସ୍କୁଲ ଶରଣକୁଳ ଙ୍କ ସ୍ୱାସ୍ଥ୍ୟ, ସତ୍ୟମ ଦାଶ ସରକାରୀ ହାଇସ୍କୁଲ କୋମଣ୍ଡଙ୍କ ଜୀବନଶୈଳୀ,ସ୍ବପ୍ନ।ର।ଣୀ ବେହେରାଙ୍କ କୃଷି,ଓଁକାର ଆଚାର୍ଯ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଙ୍କ ଯାତାୟତ ଓ ଯାନବାହନ,ଶୁଭଶ୍ରୀ ସୁହାନି ବେହେରା ରାଧାକାନ୍ତ ବାଳିକା ବିଦ୍ୟାଳୟ ଓଡ଼ଗାଁ ଙ୍କ କମ୍ପୁଟର ଥିଙ୍କିଙ୍ଗ ପ୍ରଭୁତି ମନୋନୀତ କରାଯାଇଛି ।

ବ୍ଲକ ସ୍ତରୀୟ ବିଜ୍ଞାନମେଳ।କୁ ଶିକ୍ଷକସଙ୍ଘ ସଭାପତି ଭକ୍ତରଂଜନ ମିଶ୍ର,ସମ୍ପାଦକ ସଚିଦାନନ୍ଦ ଦାଶ,ଶିକ୍ଷକ ପରମାନଦ ସ୍ୱାଇଁ,ଦୀନବନ୍ଧୁ ସାହୂ, ମୋହନ ସାହୂ, ନବକିଶୋର ନାୟକ,ସି ଆର ସି ସି ଗୋଦାବରୀ ବସନ୍ତିଆ, ଦେବାଶିଷ ଦାଶ, ରାଜକିଶୋର ସେଠି,ଚିତ୍ତରଞ୍ଜନ ମିଶ୍ର ପ୍ରଭୁତି ପରିଚାଳନା କରିଥିଲେ ।

You might also like