ବ୍ଳକ ଅଧକ୍ଷା ସାବିତ୍ରୀ ପ୍ରଧାନ ଖଣ୍ଡପଡ଼ା ବିଜେଡି ବିଧାୟିକା ପ୍ରାଥୀ

ରାଜ୍ୟ ର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାଥୀ ଘୋଷଣା କରିଛନ୍ତି, ଭାପୁର ବ୍ଳକ ଅଧକ୍ଷା ସାବିତ୍ରୀ ପ୍ରଧାନ ଙ୍କୁ ବିଜେଡି ଖଣ୍ଡପଡା ବିଧାୟିକା ପ୍ରାଥୀ ଘୋଷଣା କରିଛି,

ଏହି ଆସନ ପାଇଁବହୁ ଆଶାୟୀ ରହିଥିଲେ,ମୁଖ୍ୟ ମନ୍ତ୍ରୀ ସାବିତ୍ରୀ ଙ୍କୁ ପ୍ରାଥୀ ଘୋଷଣା କରିବା ପରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି,ଗତ ସାଧାରଣ ନିର୍ବାଚନ ରେ ଖଣ୍ଡପଡା ଆସନ ରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରାଥୀ ହୋଇ ଲକ୍ଷାଧିକ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିଲେ

You might also like