Skip to content

ଭାରତୀୟ ଜାତୀୟ କଂଗ୍ରେସ ପ୍ରାଥୀ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସୂଚନା ଅନୁସାରେ ସନ୍ଧ୍ୟା 6ଟା 30ସମୟ ରେ ନୟାଗଡ଼ ଟ୍ରାଫିକ ଛକ ଠାରେ ନୟାଗଡ଼ ବିଧାନ ସଭାନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାଥୀ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନ ଜୀବି ରଣଜିତ ଦାସ ଙ୍କୁ ନୟାଗଡ଼ ବ୍ଳକ ଅନ୍ତର୍ଗତ ବିଭିର୍ନ ଗ୍ରାମ ପଞ୍ଚାୟତ

ଏବଂ ମୁନିସିପାଲିଟି ର ଦଳୀୟ କାର୍ଯ୍ୟକର୍ତ୍ତା ମାନେ ନୟାଗଡ଼ ଟ୍ରାଫିକ ଛକ ଠାରେ ପୁଷ୍ପ ମାଲ୍ୟଦେଇ ସ୍ୱାଗତସମ୍ବର୍ଦ୍ଧନା କରିବା ସହିତ ବାଣ ଫୁଟାଇ ଦଳୀୟ ମନୋନୀତ ପ୍ରାଥୀ ମାଟିର ପୁଅ ରଣଜିତ ଦାସ ଙ୍କୁ ନିର୍ବାଚନ ରେ ଜିତାଇବା ପାଇଁ ସଂକଳ୍ପ ନେଇ ଥିଲେ, ଏହି କାର୍ଯ୍ୟକ୍ରମ ରେ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ଲକ୍ଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ, ଓଡ଼ଗାଁ ବ୍ଳକ ସଭାପତି ତଥା ଆସ୍କା ସଂସଦିୟ କ୍ଷେତ୍ର ପର୍ଯ୍ୟବେକ୍ଷକ ପୁର୍ଣ ଚନ୍ଦ୍ର ନାୟକ ଙ୍କ ସମେତ ପ୍ରାୟ ତିନିଶହରୁ ଉର୍ଦ୍ଧ ଦଳୀୟ କର୍ମୀ ଯୋଗ ଦେଇ ଥିଲେ

Ad 1