ଭିର୍ନ କ୍ଷମବ୍ୟକ୍ତି ଙ୍କ ଅଧିକାର ଅଧିନିୟମ ସଚେତନତା ଶିବିର

ରାଜ୍ୟ ଭିର୍ନ କ୍ଷମଆଯୁକ୍ତ ପକ୍ଷରୁ ଭିର୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାର ଅଧିନିୟମ 2016ନେଇ ସଚେତନ ଶିବିର, କ୍ୟାମ୍ପ କୋଟ ଅନୁଷ୍ଠିତ ହୋଇଛି, ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ଭିର୍ନ କ୍ଷମଅଯୁକ୍ତ ବ୍ରତତି ହରିଚନ୍ଦନ ଜୋଗ ଦେଇ ଥିଲେ, ସମୁଦାୟ 11ଟି ମାମଲା ଏଥିରେ ସମାଧାନ କରାଯାଇଛି,

ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଅତିଥି ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ, ଏସପି ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ,

10ଜଣ ଭିର୍ନ କ୍ଷମବ୍ୟକ୍ତି ଙ୍କୁ ସମୁଦାୟ 25ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇ ଥିଲା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦି ପତି କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,

You might also like