ମଦର ଆବାସିକ ବିଦ୍ୟାଳୟର ବିଦ୍ୟାଳୟ ପରିସର ରେ ରକାର୍ଯ୍ୟକାରୀ କମିଟି ଗଠିତ

ମଦର ଆବାସିକ ବିଦ୍ୟାଳୟ ର ପରିସରରେ ଆଜି10ଘଟିକା ସମୟ ରେ ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ଉପସ୍ଥିତିରେ ମନୋନୀତ ଦ୍ୱାରା କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି, ସଭାପତି, ଚକ୍ରଧର ମାହାଳି, ଉପସଭାପତି, ବିଦ୍ୟାଧର ଆଚାର୍ଯ୍ୟ, ସମ୍ପାଦିକା, ପ୍ରଭାସିନୀ ନନ୍ଦ, ସହ ସମ୍ପାଦିକା, ଡ଼. Juliet, ସଭ୍ୟମାନେ ହେଲେ ଅମିତକୁମାର ସାହୁ, ବିଜୟ ସାହୁ,ପ୍ରମୋଦ କୁମାର ନନ୍ଦ,ସାଗର ପ୍ରଧାନ, ନନ୍ଦିନୀ ଜୁଝାରସିଂ, ଅଶ୍ୱିନୀ ଜୁମର ପଣ୍ଡା, ପ୍ରକାଶ ପରିଡା.ଗଠନ ସରିଲା ପରେ ସଭାପତି ଅନୁଷ୍ଠାନ କିଭଳି ଆଗକୁ ଉର୍ନତି ହେବ ସେ ବାବଦରେ କହିଥିଲେ ଓ ଅନ୍ୟ ସଭ୍ୟମାନେ ତାଙ୍କ କଥାରେ ସମ୍ନତି ପ୍ରଦାନ କରିଥିଲେ.ଗରିବ sc/st ଏବଂ ଅନାଥ ଓ ପଛୁଆ ବର୍ଗ ପିଲାମାନଙ୍କୁ ପାଠ ପଢ଼ିବାର ସୁବିଧା ଦିଆଯିବ ପାଇଁ କମିଟି ସ୍ଥିର କରିଛି, ନୟାଗଡ ରେ ଥିବ ନଗଡା ଓଡ଼ଗାଁ ବ୍ଲକ ରେ ଥିବା ନେପାଳ 20ପିଲାଙ୍କୁ ସମ୍ପୂର୍ଣ ମାଗଣାରେ ନାମଲେଖା ଯାଇଛି.

You might also like