ମଦର ଆବାସିକ ବିଦ୍ୟାଳୟ ରେ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ମୋଦୀ ଙ୍କ ଜନ୍ମ ଦିବସ ଓ ଏକ ପେଡ ମା କେ ନାମ ପର କାର୍ଯ୍ୟକ୍ରମ ପାଳିତ
ମଦର ଆବାସିକ ବିଦ୍ୟାଳୟ ଠାରେ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମ ଦିନ ଉପଲକ୍ଷେ କେନ୍ଦ୍ର ଓ ରାଜ୍ୟ ଉଭୟ ଆନୁକୂଲ୍ୟରେ “ଏକ ପେଡ ମା”କେ ନାମ ପର “କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି.

ଏଥିରେ ଅନୁଷ୍ଠାନ ର ପ୍ରତିଷ୍ଠାତ୍ରୀ ପ୍ରଭାସିନୀ ନନ୍ଦ, ସମସେବୀ ମୁଖ୍ୟ ଅତିଥି ଭାବେ ଓ ସେଣ୍ଟ୍ରାଲ ବ୍ୟାଙ୍କ ର ମ୍ୟାନେଜେର ସୁମନ୍ତ କୁମାର ପୃଷ୍ଟି,, ସହଯୋଗୀ ମ୍ୟାନେଜେର ପ୍ରମୋଦ କୁମାର ସହୁ ଓ ଉଭୟ ଅନୁଷ୍ଠାନ ର କର୍ମଚାରୀ ଓ ପିଲାମାନେ ଉପସ୍ଥିତ ଥିଲେ. ସର୍ବଶେଷରେ ପିଲାମାନେ ଓ ଷ୍ଟାଫ ମାନଙ୍କୁ ନେଇ ବୃକ୍ଷ ରୋପଣ କାଯ୍ୟକ୍ରମ ହୋଇଥିଲା ପିଲାମାନେ ବୃକ୍ଷ ଟିଏ ମା ପାଇଁ ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ.