ମଦର ଆବାସିକ ବିଦ୍ୟାଳୟ ରେ 79ତମ ସ୍ୱାଧୀନତା ଦିବସ ପାଳିତ
ଆଜି 79ତମ ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ପାଣିପୋଇଲା ସ୍ଥିତ ମଦର ଆବାସିକ ବିଦ୍ୟାଳୟ ରେ ପତାକା ଉତ୍ତୋଳନ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଅନିଲ କୁମାର ଯୋଗ ଦେଇଥିଲେ ଓ ପିଲାମାନଙ୍କୁ ଅଭିଭାଷଣ ଦେଇ ମିଠା ବଣ୍ଟନ କରିଥିଲେ. ଅନୁଷ୍ଠାନର ପ୍ରତିଷ୍ଠାତା ଙ୍କ ସହିତ ସ୍କୁଲ ଓ କଳା ପରିଷଦର ସମସ୍ତ staff ଉପସ୍ଥିତ ଥିଲେ.
