ନୟାଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳୀ ମନ୍ଦିର ପରିଚାଳନା କମିଟି ନିର୍ବାଚନ ମନ୍ଦିର ପରିସର ରେ ମଙ୍ଗଳବାର ସନ୍ଧ୍ୟା ରେ ଗଠିତହୋଇଛି, ସର୍ବସମ୍ମତିକ୍ରମେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଦାସ ରଥି ସାହୁ ଓ ଲକ୍ଷ୍ମୀ ଧର ମହାପାତ୍ର, ଉପସଭାପତି, କିସାନ କୁମାର ଦାସ ସମ୍ପାଦକ, ନଳିନୀ କାନ୍ତ ମିଶ୍ର ଓ ଭାଗୀ ରଥି ଦାସ ଯୁଗ୍ମ ସମ୍ପାଦକ, କମଳ କୁମାର ପଟ୍ଟନାୟକ, କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି, ଆଇନଜୀବୀ ପ୍ରଦୋଷ ପଟ୍ଟନାୟକ, ଶିବାଶିଷ ପଟ୍ଟନାୟକ ଆଇନ ପରାମର୍ଶ ଦାତା ଭାବେ ମନୋନୀତ ହୋଇଥିଲେ, ତୁରନ୍ତ କାର୍ଯ୍ୟକାରୀ କମିଟି ର ବୈଠକ ବସି ମନ୍ଦିର ପରିଚାଳନା କମିଟି ର ଏକ ବାଇଲ ଏବଂ 1860ଆକ୍ଟ ଅନୁଯାୟୀ ପାଞ୍ଜି କରଣ କରିବା ପାଇଂ ନିଷ୍ପତି ଗ୍ରହଣ କରାଯାଇଥିଲା, ବରିଷ୍ଠ ସଦସ୍ୟ ଆଶୁତୋଷ ପଟ୍ଟନାୟକ ବୈଠକ ରେ ସଭାପତିତ୍ବ କରିଥିଲେ
