ପୁରୁଣା ରାଜବାଟୀ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ବିକାଶର ଆଶା ନେଇ ପରିବର୍ତ୍ତନର ଆହ୍ୱାନ। ମୋ ନେତୃତ୍ୱ ଉପରେ ଆସ୍ଥା ରଖି ଭୟମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଗଢି ତୋଳିବା ପାଇଁ ନଡ଼ିଆଳି ଗ୍ରାମପଞ୍ଚାୟତର ବିଜେଡିର ନାଏବ ସରପଞ୍ଚ ଦୟାନିଧି ହାତୀ ଏବଂ ବିଜେଡିର ଯୁବନେତା ବାଦଲ ସ୍ୱାଇଁ ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟରେ ଯୋଗଦେଇଛନ୍ତି l
