ନୟାଗଡ଼ ବ୍ଳକ ଅନ୍ତର୍ଗତ ମୁଥା ଗାଡ଼ିଆ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବିଧାୟକ ଡ଼ ଅରୁଣକୁମାର ସାହୁ ଯୋଗ ଦେଇ ଥିବା ବେଳେ, ଗଙ୍ଗା ଧର ପଣ୍ଡା, ବ୍ଳକ ଅଧକ୍ଷ କିଶୋର କୁମାର ସାହୁ, ବ୍ଳକ ଉପାଧକ୍ଷ ଲକ୍ଷ୍ମୀ ପ୍ରିୟା ସାହୁ, ମୁଥା ଗାଡ଼ିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ସମିତି ସଭ୍ୟ ଙ୍କ ସମେତ ପିଆର ଆଇ ମେମ୍ବର, ବ୍ଳକ ଉର୍ଣ୍ଣୟନ ଅଧିକାରୀ ପଦ୍ମ ଚରଣ ସାହୁ ଓ ବିଭିର୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ,

ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମ ପଞ୍ଚାୟତ ର ବହୁ ଜନ ସାଧାରଣ ଓ ବରିଷ୍ଠ ନାଗରିକ ଯୋଗ ଦେଇ ଥିବା ବେଳେ 2000ରୁଊର୍ଧ୍ଵ ଜନ ସମାଗମ ହୋଇଥିଲା, ରାଜ୍ୟ ସରକାରଙ୍କ ବିଭିର୍ନ ଜନ ହିତକାରି ଯୋଜନା ସମ୍ଭନ୍ଧ ରେ ସଚେତନତା ସୃଷ୍ଟି କରିଥିଲେ,
