Skip to content

ଯକ୍ଷ୍ମା ମୁକ୍ତ ପଞ୍ଚାୟତ ସଚେତନତା


ନୟାଗଡ଼ ଜିଲ୍ଲା ପଞ୍ଚାୟତ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିବି ମୁକ୍ତ ପଞ୍ଚାୟତ ସଂପର୍କରେ ସମସ୍ତ ପଞ୍ଚାୟତ ବିଭାଗ କ୍ରମକ୍ରତା କୁ ନେଇ DRDA sujana ହଲ ଠାରେ ଏକ କମଶାଳା ହୋଇଯାଇଅଛି ।ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ଯୋଗ ଦେଇ କାର୍ଯକ୍ରମକୁ ଉଦୂଘଟାନ କରିଥିଲେ। ଜିଲ୍ଲା ପରିଷଦ ଉପସଭାପତି ବିଷ୍ଣୁପ୍ରିୟା ବେହେରା,CDO Debadutta Panda, ରାଜ୍ୟ ଟିବୀ ଯୁଗ୍ମ ନିର୍ଦେଶକ Arghya Pradhan ପ୍ରମୁଖ ଉପସ୍ଥିତ ଥିଲେ। ।

ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଯକ୍ଷ୍ମା ରୋଗ ର ଚିକିତ୍ସ ନିରାକରଣ ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ପଞ୍ଚାୟତ ସ୍ତରରେ ସଚେତନତା କରାଯିବା ପାଇଁ ଆଲୋଚନା ହୋଇଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ାକ୍ତର subhsh ନାୟକ, ଜିଲ୍ଲାର ସମସ୍ତ PRI members, ସମସ୍ତ ପଞ୍ଚାୟତ ବିଭାଗ , ସ୍ଵାସ୍ଥ୍ୟ ବିଭାଗର ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ ଚିକିତ୍ସ ଅଧିକାରୀ, ଜିଲ୍ଲା ସଂଯୋଜକ ରୁଦ୍ର ପ୍ରସାଦ ଜେନା ,ଦିଲ୍ଲୀପ ପ୍ରଧାନ, ଆଶୁତୋଷ ସାମନ୍ତସିଂହାର ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Ad 1