ରଣପୁର ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଆଜି ମୋଟ76 ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତି ଗତ 72 ଗୋଟି ମାମାଲା ରହିଥିବା ବେଳେ ଗ୍ରାମ୍ୟ ବିବାଦ2ଗୋଟି ରହିଥିଲା । ତୁରନ୍ତ12ଗୋଟି ମାମଲାର ସମାଧାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଜିର ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଆରକ୍ଷୀ ଅଧୀକ୍ଷକ ଏସ.ଶୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ,ଉପଜିଲ୍ଲାପାଳ କର୍ଣଦେବ ସମାଦାର ପ୍ରମୁଖ ଉପସ୍ଥିତ ରହିଥିଲେ ।
Related News
- ଗୋଡିପଡା ବ୍ଲକ ପାଇଁ ଦାବି, ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କଲେଗୋଡିପଡା ଅଞ୍ଚଳ ବାସି
- ନୂତନ ଚିନିକଳ ପ୍ରତିଷ୍ଠାପାଇଁ ତୁରିତ ପଦକ୍ଷେପ ନିମନ୍ତେ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ପାଳଙ୍କୁ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ପରିସର ଦାବି ପତ୍ର ପ୍ରଦାନ
- ବାଉଁଶିଆ ପଡା ଓ 10ଟି ଗ୍ରାମର ଚାଷୀ ଙ୍କ ପକ୍ଷରୁ ଜିଲ୍ଲା ପାଳଙ୍କୁ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ରେ ଦାବି ପତ୍ର ପ୍ରଦାନ