ରାଜ୍ୟ ପୋଲିସ ବିଭାଗ ଦ୍ୱାରା ପଦୋର୍ନତି ପାଇଲେ ଏସ ଆଇ ସୁବାଷ

ଇଟାମାଟି ଥାନା ରେ କାର୍ଯ୍ୟରତ ଏସ ଆଇ ସୁବାଷ ବେହେରାରାଜ୍ୟ ପୋଲିସ ବିଭାଗ ଦ୍ୱାରା ପଦୋର୍ନତି ପାଇଛନ୍ତି, ସେ ଇନ୍ସପେକ୍ଟର ରାଙ୍କ କୁ ପଦୋର୍ନତି ପାଇଥିବା ଜଣାଯାଇଛି,

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବେହେରା ନୟାଗଡ଼ ସଦର ଥାନା ରେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ,ସଦର ଥାନା ରୁ କିଛିଦିନ ତଳେ ଇଟାମାଟି ଥାନା କୁ ବଦଳି ହୋଇଥିବା ବେଳେ ଏବେ ପଦୋର୍ନତି ସହ ଗଞ୍ଜାମ ଜିଲ୍ଲା କୁ ବଦଳି ହୋଇଥିବା ସୂଚନାମିଳିଛି

You might also like