ପୋଲିସି ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ଘଣ୍ଟଘୋଡାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଆଗାମୀ ୭ ଦିନ ମଧ୍ୟରେ ପୋଲିସି ଶାନ୍ତିଲତା ରଗଡ଼ ଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତ ସୁବଳ ସାରଙ୍କୁ ଗିରଫ ନ କଲେ ମହିଳା ମାନେ ଆମ ସଂଗଠନ ନେତୃତ୍ୱରେ ଫାଣ୍ଡି ଘେରାଉ କରିବାକୁ ବାଧ୍ୟ ହେବେ ଏଥିପାଇଁ ପୋଲିସି ହିଁ ଦାୟୀ ରହିବେ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିୟାରେ ସଂଗଠନ ତରଫରୁ ସଭାନେତ୍ରୀ ସଂଯୁକ୍ତା ସେଠୀ ଓ ସମ୍ପାଦିକା ପୁଷ୍ପାଞ୍ଜଳି ସେନାପତି ଚେତାବନୀ ଦେଇଅଛନ୍ତି।
