ରାତି ଅଧରେ କଡାକଡି ଯାଞ୍ଚ,, ପୋଲିସ ର କଡା ନଜର ପାଖେଇ ଆସୁଛି ସାଧାରଣ ନିର୍ବାଚନ।

ରାତି ଅଧରେ କଡାକଡି ଯାଞ୍ଚ,, ପୋଲିସ ର କଡା ନଜର ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନୟାଗଡ଼ ପୋଲସି ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି କଡ଼ାକଡି ଯାଞ୍ଚ।ବିଳମ୍ବିତ ରାତି ଯଥା ୧ଟା ୨ଟା ରାତି ପର୍ଯ୍ୟନ୍ତ ନୟାଗଡ଼ ଏସପି ରାହୁଲ ଜୈନ ନିଜେ ଉପସ୍ଥିତ ରହି ସମସ୍ତ ଯାନବାହାନର କରୁଛନ୍ତି ଯାଞ୍ଚ।

ଡ୍ରଙ୍କ ଆଣ୍ଡ ଡ୍ରାଇଭସହିତ ଗାଡ଼ି ଚଲାଉଥିବା ବେଳେ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ଉପରେ ନୟାଗଡ଼ ପୋଲିସର କଡ଼ା ନଜରବିଳମ୍ବିତ ରାତି ଯଥା ୧ଟା ୨ଟା ରାତି ପର୍ଯ୍ୟନ୍ତ ନୟାଗଡ଼ ଏସପି ରାହୁଲ ଜୈନ ନିଜେ ଉପସ୍ଥିତ ରହି ସମସ୍ତ ଯାନବାହାନର କରୁଛନ୍ତି ଯାଞ୍ଚ।ଡ୍ରଙ୍କ ଆଣ୍ଡ ଡ୍ରାଇଭ ସହିତ ଗାଡ଼ି ଚଲାଉଥିବା ବେଳେ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ଉପରେ ନୟାଗଡ଼ ପୋଲିସର କଡ଼ା ନଜର।ନିର୍ବାଚନ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଚାଲୁରହିଛି । ଶାନ୍ତିପୂର୍ଣ ନିର୍ବାଚନ ପାଇଁ ପ୍ରଶାସନର ଏଭଳି ପ୍ରୟାସକୁ ସବୁଠାରୁ ସ୍ୱାଗତ ମିଳୁଛି

You might also like