ରାଷ୍ଟ୍ରପତି ପୋଲିସ ପଦକ ପାଇଲେ ନୟାଗଡ଼ ଟାଉନ ଥାନା ଅଧିକାରୀ

ରାଜ୍ୟ ସ୍ତରୀୟ 78ତମ ସ୍ୱାଧୀନତା ଦିବସ ଗାନ୍ଧି ମାର୍ଗ ରେ ମହାସମାରୋହ ରେ ପାଳିତ ହୋଇଛି, ମୁଖ୍ୟ ମନ୍ତ୍ରୀ ମୋହନ ମାଝି ପ୍ରଥମ ଥର ପାଇଁ ଗାନ୍ଧି ମାର୍ଗ ରେ ପତାକା ଉତୋଳନ କରିଛନ୍ତି, ପତାକା ଉତୋଳନ ପରେ ରାଜ୍ୟ ବାସୀଙ୍କୁ ଉଦବୋଧନ ଦେଇ ଛନ୍ତି ମୁଖ୍ୟ ମନ୍ତ୍ରୀ, ଏହି ଅବସରରେ ଅନେକ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ର ପତି ପୋଲିସ ପଦକ କରାଯାଇଥିଲା,

ନୟାଗଡ଼ ଟାଉନ ଥାନା ଅଧିକାରି ରଶ୍ମିରଞ୍ଜନ ମହାପାତ୍ର ରାଷ୍ଟ୍ର ପତି ପୋଲିସ ପଦକ ମୁଖ୍ୟ ମନ୍ତ୍ରୀ ମୋହନ ମାଝି ଙ୍କ ଠାରୁ ଗ୍ରହଣ କରିଛନ୍ତି,ଏହା ନୟାଗଡ଼ ପୋଲିସ ପାଇଁ ଗର୍ବ ଓ ଗୌରବ

You might also like