ସୂଚନା ଅନୁସାରେ ବରପଲ୍ଲୀ ନିକଟରେଥିବା ରେଲୱେ ଫାଟକରାସ୍ତା ବନ୍ଦ କରିବା ପାଇଁ ଵିଭାଗ ପକ୍ଷରୁ ଆଜି ବନ୍ଦ କରିବାନିମନ୍ତେ ସୂଚନା ଦିଆ ଯାଇଥିଲା, ଏହାକୁ ନେଇ ବରପଲ୍ଲୀ, ଲକ୍ଷ୍ମୀ ପ୍ରସାଦ ଓ ନରେନ୍ଦ୍ର ପୁର ଗ୍ରାମ ବାସି ଶୁଣି ସେମାନଙ୍କର ଯାତାୟାତ ଓ ଟ୍ରାଫିକ ସମସ୍ୟା ଉପୁଜିବା ନେଇ ଫାଟକ ବନ୍ଦ କୁ ନେଇ ଜିଲ୍ଲା ପାଳଙ୍କୁ ଭେଟି ଥିଲେ, ଆଜି ଵିଭାଗ ପକ୍ଷରୁ ବନ୍ଦ କରିବା ପାଇଁ ଵିଭାଗ ପ୍ରସ୍ତୁତି ଚଳାଇଥିବା ବେଳେ 3ଗ୍ରାମର ଗ୍ରାମବାସି ଏହାକୁ ନା ପସନ୍ଦ କରି ତଥା ଏକାଠି ହୋଇ କାମକୁ ବନ୍ଦ କରିଥିଲେ, ଏପଟେ ଦୀର୍ଘ ଦିନ ପରେ ଭାରୀଯାନ ଯାତାୟତ କରିବା ପାଇଁ ଓଭର ବ୍ରିଜ ଟି ତିଆରି ହୋଇଥିବା ବେଳେ ଟ୍ରାଫିକ ସମସ୍ୟା ଉପୁଜିବା ନେଇ ଓ ସେଇ ରାସ୍ତା ଦେଇ ସ୍କୁଲ ବସ, ଦମକଳ ଗାଡି, ଆମ୍ବୁଲାନ୍ସ, ତଥା ଜରୁରୀକାଳୀନ ଯୋଗାଯୋଗ ରେ ସଂଯୋଗୀ କରଣ ହେଉଥିବା ସ୍ଥଳ ଠିକ ନଥିବାରୁ ଭୟ ସୃଷ୍ଟି ହେଉଥିବା ବେଳେ ଜୀବନ ହାନିର ଆଶଙ୍କା ମଧ୍ୟ ରହୁଛି, ଓଭର ବ୍ରିଜ ରେଲୱେ (ଅଣ୍ଡରପାସ )ତଳ ଭାଗ ଯାତାୟତ ନିମନ୍ତେ ଅନୁପ ଯୁକ୍ତ, ଯାହା ବେବର୍ତ୍ତl ପଲ୍ଲୀ ପର୍ଯ୍ୟନ୍ତ ସୁବିସ୍ତୃତ, ଏହା ଜୀବନ ଜୀବିକା ନିର୍ବାହ ପାଇଁ ଅନ୍ୟ ଏକ ମୁଖ୍ୟ ରାସ୍ତା ଅଟେ, ବହୁ ଆପତ୍ତି କରିବା ସତ୍ୱେ ଏହାର କୌଣସି ସୁଫଳ ତଥା ନବ କଳେବର ହୋଇପାରିନାହିଁ, ଯାହାକି ରାସ୍ତା ଟି କାଦୁଅ ପଚ ପଚ ହୋଇ ରହୁଥିବାରୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି, ସଂଯୋଗୀକରଣ,ରାସ୍ତା ସମ୍ପ୍ରସରଣଓ ଯାତାୟତ ଉପଯୋଗୀ କରିବା ପାଇଁ ବରପଲ୍ଲୀ, ଲକ୍ଷ୍ମୀ ପ୍ରସାଦ, ନରେନ୍ଦ୍ର ପୁର ଗ୍ରାମବାସୀ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ପୂର୍ବତଟରେଲୱେ ପ୍ରବନ୍ଧକ ଙ୍କୁ ଜିଲ୍ଲା ପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି,
ଗ୍ରାମବାସୀ ଦାବି ଜଣାଇଥିଲେ ମଧ୍ୟ ଵିଭାଗ ସେଠାରରେଲୱେ ଫାଟକ ରାସ୍ତା ବନ୍ଦ କରିବା ପାଇଁ ପ୍ରସ୍ତୁତି ଚଳାଇ ଥିବା ବେଳେ ଗ୍ରାମବାସୀ ତାକୁ ନା ପସନ୍ଦ କରି କାମ ବନ୍ଦ କରିବା ପାଇଁ ତଥାଜନ ସାଧାରଣଙ୍କ ଯାତାୟତପାଇଁ ରାସ୍ତାନିର୍ମାଣ ର ସୁବନ୍ଦବସ୍ତ କରିବା ପାଇଁ ଅଡ଼ି ବସିଥୀଲେ, ଏହାକୁ ନେଇ ରେଲୱେର ଘଟଣା ସ୍ଥଳ ରେପୋଲିସ ପ୍ରଶାସନ ନୟାଗଡ଼ ତହସିଲଦାର ପହଁଚି ଗ୍ରାମବାସୀ. ଙ୍କୁ ବୁଝାସୁଝା କରିଥିଲେ,
ତହସିଲଦାର ଘଟଣା ଙ୍କୁ ନେଇ ରାସ୍ତା ଦେଖିବା ପରେକାମ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦେଇ ଥିଲେ, ଏବଂ ଗ୍ରାମ କମିଟି ସହିତ କଥା ବାର୍ତ୍ତା ପରେ ନିଷ୍ପତି ନିଆଯିବ ବୋଲି ତହସିଲଦାର ଗଣ ମାଧ୍ୟମ ଙ୍କୁ ସୂଚନା ଦେଇ ଥିଲେ