Skip to content

ଶକ୍ତି ପ୍ରଦର୍ଶନକରି ବିଜେପି ରୁ ନାମାଙ୍କନ ଭରିଲେ ପ୍ରତ୍ୟୁଷା

ଚାଲିଛି ପ୍ରାଥୀ ମାନଙ୍କର ନାମାଙ୍କନ ଦାଖଲ ପ୍ରକ୍ରିୟା, ବିଭିର୍ନ ଦଳ ର ପ୍ରାଥୀ ମାନେ କରୁଛନ୍ତି ନାମାଙ୍କନ ଦାଖଲ, ବିଭିର୍ନ ବାଣ, ବାଜା ଓ ଶୋଭା ଯାତ୍ରା କରି ପ୍ରାଥୀ ମାନେ ନାମାଙ୍କନ କରୁଛନ୍ତି, ନୟାଗଡ଼ ନିର୍ବାଚନମଣ୍ଡଳୀର ବିଜେପି ରୁ ଟିକେଟ ପାଇଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ,, ସିନ୍ଦୁରିଆ ଛକ ଠାରୁ ଜିଲ୍ଲା ପାଳଙ୍କ ଅଫିସ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ କର୍ମୀ ମାନଙ୍କୁ ନେଇ ଜିଲ୍ଲା ପାଳଙ୍କ ଅଫିସ ରେ ପହଂଚି ରିଟର୍ନିଙ୍ଗ ଅଫିସର ତଥା ଉପଜିଲାପାଳ କର୍ଣଦେବ ସମାଦାର ଙ୍କ ନିକଟରେ ପ୍ରାଥୀପତ୍ର ଦାଖଲ କରିଛନ୍ତି,

ସେ ବିଜେପି ପକ୍ଷରୁ ଦୁଇ ସେଟ ପ୍ରାଥୀ ପତ୍ର ପ୍ରଦାନ କରିଥିବା ବେଳେ ସ୍ୱାଧୀନ ଭାବେ ଗୋଟିଏ ସେଟ ନାମାଙ୍କନଦାଖଲ କରିଛନ୍ତି,ଏହି କାର୍ଯ୍ୟକ୍ରମ ରେ ବିଜେପି ପକ୍ଷରୁ ପୁରୀ ସଂସଦୀୟ କ୍ଷେତ୍ର ରୁ ଲଢୁ ଥିବା ସମ୍ବିତ ପାତ୍ର ଯୋଗ ଦେଇ ଥିଲେ,ଏଥି ସହିତ ଦଶପଲ୍ଲା ର ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ,ଖଣ୍ଡପଡ଼ା ର ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂ,ଜିଲ୍ଲା ବିଜେପି ପୂର୍ବତନ ସନ୍ୟାସୀ ନାୟକ ବିଜେପି ନେତା ଲିଙ୍କନ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ଥିଲେ

Ad 1