ଶପଥ ନେଲେ ଦୁଇ ଉପମୁଖ୍ୟମନ୍ତ୍ରି

ଓଡିଶା ର ନୂଆ ମୁଖ୍ୟ ମନ୍ତ୍ରୀ ମୋହନ ମାଝି ଙ୍କ ସହିତ ଶପଥ ନେଇଛନ୍ତି ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡା, ରାଜ୍ୟ ପାଳ ରଘୁବର ଦାସ ପ୍ରଥମେ ମୋହନ ମାଝି ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ,

ଏହାପରେ ତାଙ୍କର ଦୁଇ ଉପ ମୁଖ୍ୟମନ୍ତ୍ରୀ ଦ୍ୱୟ ଶପଥ ନେଇ ଥିଲେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ ବହୁ ଭିଆଇପି ଙ୍କ ଉପସ୍ଥିତ ରେ ମୋହନ ଓ ତାଙ୍କର ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିଛନ୍ତି

You might also like