ସୂଚନା ଅନୁସାରେ ବିଭିର୍ନ ସମସ୍ୟା ଓ ଶିକ୍ଷକ ଅଭାବ କୁ ନେଇ ଆଜି 11ଘଟିକା ସମୟ ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶରଧାପୁର ପରିସର ରେ ଛାତ୍ର ଛାତ୍ରୀ ଙ୍କ ସହିତ ଅଭିଭାବକ ସ୍କୁଲ ରେ ତାଲା ପକାଇଛନ୍ତି, ବହୁ ଦିନ ଧରି ଶିକ୍ଷା ବିଭାଗ ଏହା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ, ଆଜି ସ୍କୁଲ ପରିସର ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଧାରଣା ଦେଇ ଛନ୍ତି,262ଜଣ ଛାତ୍ର ଛାତ୍ରୀ ଥିବା ବେଳେ , 9ଜଣ ଶିକ୍ଷକ ଦରକାର ହେଉଥିବା ବେଳେ ଜଣେ ସିଆରସିସି, ଓଜଣେ ଡେପୁଟେସନ ଥିବା ବେଳେ 4ଜଣ ଶିକ୍ଷୟତ୍ରୀ ଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପଢା ପଢି ରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଦୀର୍ଘ ଦିନ ଦାବି ହେଉଥିଲେ ତାହା ପ୍ରତି କାହାର କର୍ଣ୍ଣପାତ୍ତ ନାହିଁ,ଏହାକୁ ନେଇ ଧାରଣା ପରେ ଚାର୍ଜ ରେ ଥିବା ବିଓ ଉମାକାନ୍ତ ସେଠି ଘଟଣା ସ୍ଥଳ ରେ ପହଂଚି ବୁଝାସୁଝା କରିଥିଲେ, ପରେ ପ୍ରତିଶୃତି ପରେ ଧାରଣା ରୁ ଅଭିଭାବକ ଓ ଛାତ୍ର ଛାତ୍ରୀ ଧାରଣା ରୁ ଉଠିଥିଲେ,ନୟାଗଡ଼ ରୁ ଜିତୁନ କୁମାର ମହାପାତ୍ର ଙ୍କ ରିପୋଟ ଲିଭ ଲାଇଭ ଓଡ଼ିଆ
ଶରଧା ପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସର ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ଧାରଣା
Related News
- ଗୋଡିପଡା ବ୍ଲକ ପାଇଁ ଦାବି, ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କଲେଗୋଡିପଡା ଅଞ୍ଚଳ ବାସି
- ନୂତନ ଚିନିକଳ ପ୍ରତିଷ୍ଠାପାଇଁ ତୁରିତ ପଦକ୍ଷେପ ନିମନ୍ତେ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ପାଳଙ୍କୁ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ପରିସର ଦାବି ପତ୍ର ପ୍ରଦାନ
- ବାଉଁଶିଆ ପଡା ଓ 10ଟି ଗ୍ରାମର ଚାଷୀ ଙ୍କ ପକ୍ଷରୁ ଜିଲ୍ଲା ପାଳଙ୍କୁ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ରେ ଦାବି ପତ୍ର ପ୍ରଦାନ