ସକାଳ 9ରୁ ବିଦ୍ୟୁତ କାଟ

ସକାଳ 9ଘଟିକା ରୁ ବିଦ୍ୟୁତ ବନ୍ଦ ରହିବ, ସକାଳ 9ଘଟିକା ରୁ ଦିନ 1ଘଟିକା ପର୍ଯ୍ୟନ୍ତ ନୟାଗଡ଼ ସହର ର ପ୍ରତ୍ୟକ ୱାର୍ଡ଼ ରେ ବିଦ୍ୟୁତ ସରବରାହ ବନ୍ଦ ରହିବ,33କେଭି ବିଦ୍ୟୁତ ର ମରାମତି ହେବ,ଏଥି ନିମନ୍ତେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଓପିଟିସିଡିଏଲ ପକ୍ଷରୁ ସୂଚନା ମିଳିଛି

You might also like