ନୟାଗଡ଼ ସଦରଥାନା ପରିସର ରେ ଆଜି ସନ୍ଧ୍ୟା 6ଘଟିକା ସମୟ ରେ ନ୍ୟାୟ ବ୍ୟବସ୍ଥା ର ନୂଆ ରୂପ କୁ ନେଇସଦର ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠି ଙ୍କ ତତ୍ୱାବଧାନ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ସଦର ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠି ଆଇନ ର ଗଢି ଉଠିଥିବା ନ୍ୟାୟ ବ୍ୟବସ୍ଥା ର ଆଇନ ବ୍ୟବସ୍ଥା ର ନୂଆ ରୂପ କୁ ନେଇ ଉପସ୍ଥିତ ଥିବା ସଦର ଥାନା ଅଞ୍ଚଳ ର ସମସ୍ତ ଜନ ପ୍ରତିନିଧି, ବୁଦ୍ଧିଜିବି ଙ୍କ ଗହଣ ରେ ନିଜର ବକ୍ତବ୍ୟ ପ୍ରଦାନ କରି ଆଇନ ବିଷୟ ରେ ତଥା ବ୍ୟବସ୍ଥାବିଷୟ ରେଅବଗତ କରିଥିଲେ,ଆଇନ ସଂହିତା ର ପରିବର୍ତ୍ତନ, ଅପରାଧ କୁ ନେଇ ଆଇନ ଓ ପୋଲିସ ନିକଟ ରୁ କିପରି ସୁବିଧା ସୁଯୋଗ ମିଳିପାରିବ ଆଲୋକ ପାତ କରିବା ସହିତ ବିଭିନ୍ନ ଆଇନ ଆଧାରିତ ସମସ୍ୟା କୁ ନେଇ ସଚେତନତା ବାର୍ତା ଦେଇ ଥିଲେ,ଆଇନ,ଆଧାରିତ ସମସ୍ୟା କୁ କିପରି ଯଥା ଶୀଘ୍ର ସମାଧାନ କରାଯିବ ତାହା ଉପରେ ସଚେତନତା କରି ବାର୍ତା ପ୍ରଦାନ କରିଥିଲେ,

ଏହି ଅବସର ରେ ଢେଙ୍କେଣା ଗ୍ରାମପଞ୍ଚାୟତ ସରପଞ୍ଚ ଯୁଗଳ କିଶୋର ସାହୁ, ଚାହାଳୀ ଗ୍ରାମପଞ୍ଚାୟତ ସରପଞ୍ଚ, ଙ୍କ ସହ ଲକ୍ଷ୍ମୀପ୍ରସାଦ ର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ଆଇନ ଜିବି ସୌମ୍ୟ ରଞ୍ଜନପ୍ରଧାନ, ନୟାଗଡ଼ ଶାନ୍ତି କମିଟି ର ସଦସ୍ୟଦୁତି ବାମନ ବେହେରା, ଯୋଗ ଦେଇ ନିଜର ବକ୍ତବ୍ୟମାଧ୍ୟମ ରେ ଆଇନ ର ନ୍ୟାୟ ବ୍ୟବସ୍ଥା ବିଷୟ ସଚେତନତା କରିଥିଲେ,, ବୁଦ୍ଧି ଜିବି, ବରିଷ୍ଠ ନାଗରିକ ଙ୍କ ଗହଣ ରେସଦର ଥାନା ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ, ପରିଶେଷରେ ସଦର ଥାନା ପକ୍ଷରୁ ଧନ୍ୟବାଦଅର୍ପଣ କରାଯାଇଥିଲା