ସଦର ଥାନା ପୋଲିସଦ୍ୱାରା ଫ୍ଲାଗମାର୍ଚ୍ଚ

ନୟାଗଡ଼ ସଦର ଥାନା ପୋଲିସ ଦ୍ୱାରା ଗ୍ରାମାଞ୍ଚଳ ରେ ଫ୍ଲାଗ ମାର୍ଚ୍ଚ କରା ଯାଇଛି, ସଦର ଥାନା ଅଧିକାରୀ ଅନିତା ସାହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଫ୍ଲାଗ ମାର୍ଚ୍ଚ ସମସ୍ତ ପୋଲିସ କର୍ମଚାରୀସାମିଲ ରହିଛନ୍ତି ନୟାଗଡ଼ ବ୍ଳକ ଲକ୍ଷ୍ମୀପ୍ରସାଦ, ବାଲୁଗାଁ ପ୍ରଭୃତି ଅଂଚଳ ରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ଅପରାଧିକ କାର୍ଯ୍ୟକଳାପ ଉପରେ ପ୍ରଭାବ ବିସ୍ତାର କରିବବୋଲି ଜଣା ପଡ଼ିଥିବା ବେଳେ ଆଗକୁ ନିର୍ବାଚନ ନେଇ ଅପରାଧିକ ଙ୍କ ମନରେ ଭୟ ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କୁ ଆଶ୍ବସନା ଦେବା ଏହାର ମୁଖ୍ୟ ଉଦେଶ୍ୟ ରହିଛି

You might also like