ସମସ୍ତ କାର୍ଡ ଧାରିଙ୍କୁ ମାଣ୍ଡିଆ ଯୋଗାଇବା ପାଇଁ ଜିଲ୍ଲା ପାଳଙ୍କୁ ଭେଟିଲେ ଜନ ପ୍ରତିନିଧି

ନୟାଗଡ଼ ବ୍ଲକ ର ସମସ୍ତ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ, ଆଜି 11ଘଟିକା ସମୟ ରେ ଜିଲାପାଳ ଙ୍କୁ ଭେଟି ମାଣ୍ଡିଆ ସମ୍ପର୍କ ରେ ଆଲୋଚନାକରିଛନ୍ତି, ସୂଚନା ଅନୁଯାୟୀ ନୟାଗଡ଼ ବ୍ଲକ ର ସମସ୍ତ ପଞ୍ଚାୟତ କୁ 64ପ୍ରତିଶତ ମାଣ୍ଡିଆ ଯୋଗାଇ ଦିଆ ଯାଇଛି, ଏହା ଦ୍ୱାରା ସମସ୍ତ କାର୍ଡ ଧାରିଙ୍କୁ ବଣ୍ଟନ କରିବା ପାଇଁ ଅସୁବିଧା ଦେଖା ଯାଇଛି,64ପ୍ରତିଶତ ମାଣ୍ଡିଆ ପ୍ରଦାନ କଲେ ଲୋକ ମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ, ଏହାକୁ ନେଇ ଜନ ପ୍ରତିନିଧି ମାନେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ଭେଟି ଆଉ 36ପ୍ରତିସତ ମାଣ୍ଡିଆ ପ୍ରଦାନ କରିବା ପାଇଁ ନିବେଦନ କରିବା ସହିତ କାର୍ଡ ଧାରୀଉପକୃତ ହେବେ ବୋଲି ଜନ ପ୍ରତିନିଧି ସୂଚନା ଦେଇ ଛନ୍ତି

You might also like