ସହଦେଵ ପାତ୍ର ଙ୍କ ପତ୍ନୀ ଅହଲ୍ୟାଙ୍କ ପରଲୋକ

ସହଦେଵ ପାତ୍ର ଙ୍କ ପତ୍ନୀ ଅହଲ୍ୟା ପାତ୍ରଙ୍କ ର ଆଜି ଅପରାହ୍ନ ରେ ପରଲୋକ ଘଟିଛି ତାଙ୍କୁ 63ବର୍ଷ ହୋଇଥିଲା, ବହୁ ଦିନ ଧରି ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ, ସହଦେଵ ପାତ୍ର ନୟାଗଡ଼ ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ ରୁ ଅବସର ନେବା ପରେ ସ୍ବେଛାକୃତ କାର୍ଯ୍ୟରେ ନିୟୋଜିତ ଅଛନ୍ତି,

ସେ ଜିଲାପାଳଙ୍କ କାର୍ଯ୍ୟା ଳୟ ପରିସରରେ ରହି ବିଭିର୍ନ ଲୋକଙ୍କୁ ସାହାଯ୍ୟ କରୁଛନ୍ତି,ତାଙ୍କ ପତ୍ନୀ ଙ୍କ ଅକାଳ ବିୟୋଗ ରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି,ସେ ନୟାଗଡ଼ ପୌରାଞ୍ଚଳ ର 2ନମ୍ବର ୱାର୍ଡ଼ ଦିଆନ ବନ୍ଧ ସାହିରେ ବାସ କରୁଛନ୍ତି

You might also like