ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ବିଭିର୍ନ ବୁଥ ପରିଦର୍ଶନ
ନୟାଗଡ଼ ନିର୍ବାଚନ ମଣ୍ଡଳୀ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ଆଇ. ଏ. ଏସ ଅଧିକାରୀ ଟି. ଭି ସୁବାଷ, ସେ ବିଭିର୍ନ ବୁଥ ଆଜି ପରିଦର୍ଶନ କରିଛନ୍ତି,

ନୟାଗଡ଼ ବ୍ଳକ ଅନ୍ତର୍ଗତ ନାଟୁଗାଁ ମୋଚି ବିଷ୍ଣୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବିଭିର୍ନ ବୁଥ ପରିଦର୍ଶନ କରିଛନ୍ତି ଏଥି ସହିତ ସରକାରୀ ପ୍ରାୟୀମେରୀ ସ୍କୁଲ ଲକ୍ଷ୍ମୀ ଶରଣ ପୁର କଦଳିବସ୍ତ ସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ, ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁ, ଜିପିଓ ତୁଷାରକାନ୍ତ ରାଉତ, ଓ ଓରମାସ ର ନଟବର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ
