ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା, ବାଲୁଗାଁ ରେ କାନ୍ଦେନା ଲୁହ ସରିଯିବନାଟକ ମଞ୍ଚସ୍ତ

ନୟାଗଡ଼ ବ୍ଲକ ବାଲୁଗାଁ ର ମାଚଣ୍ଡୀ ନାଟ୍ୟ ସଂସଦ ର ବାର୍ଷିକ ନାଟକ ଉତ୍ସବ ଅନୁଷ୍ଠିତ ହୋଇଛି, ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ 14ବର୍ଷ ରେ ପହଂଚିଥିବା ବେଳେ ନାଟକ କାନ୍ଦେନା ଲୁହ ସରିଯିବ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ମଞ୍ଚସ୍ତ ହୋଇଛି,, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ମୁଖ୍ୟ ଅତିଥି, ସମାଜ ସେବୀ ପ୍ରଭାସିନୀ ନନ୍ଦ, ପ୍ରଫୁଲ କୁମାର ସାହୁ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ,

ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତିଭା ସମ୍ପର୍ଣ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ସମ୍ବାଦ ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ, ଓ ପ୍ରଦୀପ୍ତ ରଥ ଙ୍କୁ ସମ୍ବର୍ଧିତ କରାଯାଇଥିଲା, ଗ୍ରାମ୍ୟ କମିଟି ସଭାପତି କେଶବ ଦଳବେହେରା, ସମ୍ପାଦକ ଜନାର୍ଦନ ଦଳବେହେରା, ସମେତ ରବୀନ୍ଦ୍ର ଦଳ ବେହେରା, ସନ୍ତୋଷ ପ୍ରଧାନ, କୈଳାସ ଚନ୍ଦ୍ର ଜେନା, ସଞ୍ଜୟ ନାୟକ ବସନ୍ତ ପଟ୍ଟନାୟକ, ଅଜୟ ନାୟକ,ନାଟ୍ୟ ନିର୍ଦେଶକଆଦି କନ୍ଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ,

You might also like