Skip to content

ସାମ୍ବାଦିକ ସଙ୍ଘ ପକ୍ଷରୁ କଳାବ୍ୟାଚ ପରିଧାନ

ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସ୍ତରୀୟ ନିଷ୍ପତି କ୍ରମେ ଆଜି ନୟାଗଡ଼ ସାମ୍ବାଦିକ ଭବନ ରେ ଜିଲସ୍ତରୀୟ ସାମ୍ବାଦିକ ମାନେ ଏକତ୍ର ହୋଇ ସାମ୍ବାଦିକ ମାନଙ୍କ ନାର୍ଯ୍ୟ ଦାବିପୂରଣ କରିବାରେ ସରକାର ଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ କରିବା ସଂଗେ ସଂଗେ କଳା ବ୍ୟାଚ ପରିଧାନ କରି ଦାୟିତ୍ୱ ନିର୍ବାହ କରିବା ପାଇଁ ସର୍ବସଂମ୍ମତି ନିଷ୍ପତି ନେଇଛନ୍ତି,

ସରକାର ଯଦି ଦାବି ପୂରଣ ଦିଗ ରେ ଦୃଷ୍ଟି ନଦିଅନ୍ତି, ତେବେ ନିର୍ବାଚନ ସମୟ ରେ ମଧ୍ୟ ସାମ୍ବାଦିକ ମାନେ କଳାବ୍ୟାଚପିନ୍ଧିବେ ବୋଲି ସୂଚନା ପ୍ରଦାନ କରିଛନ୍ତି

Ad 1