ସିଧା ମୂଳା ନେଚର କ୍ୟାମ୍ପ ରେ ସ୍ଵଛତାହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସିଧାମୂଳା ନେଚର କ୍ୟାମ୍ପ ପରିସର ରେ ଗୋକୁଳା ନନ୍ଦ ଇକୋ ଟୁରିଯିମ ଗ୍ରୁପ ରେ ସମସ୍ତ କର୍ମକର୍ତା, ଓ ଗ୍ରୁପ ରେ ସଭାପତି ଶ୍ରୀ ଚନ୍ଦ୍ର ଶେଖର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସ୍ଵଛତା କାର୍ଯ୍ୟକ୍ରମ ସକାଳ 10ଘଟିକା ସମୟ ରେ ଅନୁଷ୍ଠିତ ହୋଇଛି, ଚଳିତ ସେପ୍ଟେମ୍ବର 17ତାରିଖ ଠାରୁ ଅକ୍ଟୋବର 2ତାରିଖ ପର୍ଯ୍ୟନ୍ତ ସାରା ଭାରତ ରେ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁଛି, ଆଜି ସକାଳ 10ଘଟିକା ସମୟ ରେ ଫରେଷ୍ଟର ବିଜୟ ପ୍ରଧାନ, ଭାଗବତ ଟୁଡୁ, ଅକ୍ଷୟ ମଲ୍ଲିକ ଉପସ୍ଥିତ ଥିବା ବେଳେ ଗ୍ରୁପ ରେ କର୍ମକର୍ତା ଙ୍କ ସହଯୋଗ ରେ ସିଧା ମୂଳା ନେଚର କ୍ୟାମ୍ପ ପରିସର ଚତୃରପାର୍ଶ୍ୱ ପରିଷ୍କାର ପରିଚ୍ଛର୍ନ କରି ପରିବେଶ କୁ ସୁନ୍ଦର ସରସ କରିବା ପାଇଁ ,ଗୋକୁଳା ନନ୍ଦ ଇକୋ ଟୁରିଯିମ ଗ୍ରୁପରସମସ୍ତ କର୍ମକର୍ତା ଙ୍କ ଦ୍ୱାରା ସମ୍ପର୍ଣ କରାଯାଇଥିଲା, ଏହି କାର୍ଯ୍ୟ ଦେଖି ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି

You might also like