ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଂଗୀତ ସନ୍ଧ୍ୟା

ଘାରିଛି କାଳିଆ ନିଶା ‘ସଂଗୀତ ଅନୁଷ୍ଠାନ ଆନୁକୂଲ୍ୟରେ ପୁରୁଣା ସହର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ପୀଠ ରେ ସଂକ୍ରାନ୍ତି ଉପଲକ୍ଷେଏକ ସଂଗୀତ କାର୍ଯ୍ୟକ୍ରମ କୁ ସନ୍ଧ୍ୟା ରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ,

ଅନୁଷ୍ଠାନ ର ସମ୍ପାଦକ ଲକ୍ଷ୍ମଣ ଖଟେଇ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ପ୍ରାଣକୃଷ୍ଣ ମହାରଣା, ପୀତବାସ କଳସ, ମାଧବ ଡାକୁଆ, ଗୁରୁ ପ୍ରଭାତ କୁମାର ଦାସ, ବିଷ୍ଣୁ ପ୍ରିୟା ବେହେରା, ଆଶୁତୋଷ ମିଶ୍ର,ଦାମ ମିଶ୍ର, ଗୌର କିଶୋର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ, ସୁରଗନ୍ଧର୍ବ ନବକିଶୋର ମିଶ୍ର ଙ୍କୁ ସମସ୍ତ ଗୀତିକାର ମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ

You might also like