Skip to content

ସ୍ଥାୟୀ ଲୋକ ଅଦାଲତ ନିମନ୍ତେ ଜିଲ୍ଲା ଜଜ ଙ୍କ ସମ୍ମିଳନୀ କକ୍ଷ ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ସୂଚନା ଅନୁଯାୟୀ ଆଜି 10ଘଟିକା ସମୟ ରେ ନୟାଗଡ଼ ଜିଲ୍ଲା ଦୌରାଜଜତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ କ୍ରମେ ସଚିବଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନ ରେ ଜିଲ୍ଲା ଜଜ ଙ୍କ ସମ୍ମିଳନୀ କକ୍ଷ ରେ ଓକିଲ ଓ ପାରା ଲିଗାଲ ସ୍ଵେଛାସେବୀ ମାନଂକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି, ଏଥିରେ ସଚିବ ଅଞ୍ଜଳି ମଛ ଖଣ୍ଡ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ ପୋକସୋ କୋଟ ମାନସ କୁମାର ପଣ୍ଡା, ପ୍ରାକ ମୋକଦମାଓ ମଧ୍ୟସ୍ଥତା ମାଧ୍ୟମ ରେ ବିବାଦ ର ସମାଧାନ ଉପରେ ଆଲୋକ ପାତ କରିଥିଲେ, ଏଥିରେ ସଂମ୍ମାନିତ ଅତିଥି ଭାବେ ବରିଷ୍ଠ ବର୍ଗ ଦେୱାନୀ ଜଜ ତଥା ଆସିଷ୍ଟାଣ୍ଟ ସେକ୍ସନ ଜଜସ୍ୱୟଂପ୍ରଭା ଆଚାର୍ଯ୍ୟ,, ବରିଷ୍ଠ ବର୍ଗ ଦେୱାନୀ ଜଜ ସତ୍ୟବ୍ରତ ରଣା ବରିଷ୍ଠ ଓକିଲ ଦଣ୍ଡପାଣି ସ୍ୱାଇଁ, ସ୍ଥାୟୀ ଓନିରନ୍ତର ଲୋକ ଅଦାଲତ ଦ୍ୱାରା ସମାଧାନ ଉପରେ ଗୁରୁତ୍ୱ ଦେଇ ଥିଲେ, ଜେଏମଏଫ ସି ଲଳିତା ପାତ୍ର, ଓ ସମୃଦ୍ଧି ସାଗରୀକା ବାରିକ ଉପସ୍ଥିତ ଥିଲେ, ଏଥିରେ ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ଜିଲ୍ଲା ଆଇନ ସେବା ପ୍ରାଧିକରଣକର୍ମଚାରୀ ଗଦାଧର ବିଶ୍ୱାଳ, ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ ବାରିକ, ଓ ସମସ୍ତ ପାରା ଲିଗାଲ ସ୍ଵେଛାସେବୀ ସହଯୋଗ କରିଥିବା ସୂଚନା ମିଳିଛି

Ad 1