ସ୍ବର୍ଗତ କୁମାର ହେମେନ୍ଦ୍ରଚନ୍ଦ୍ର ସିଂ ଙ୍କ11ତମ ଶ୍ରାଦ୍ଧ ବାର୍ଷିକ ରାଜବାଟି ଠାରେ ପାଳିତ, ଯୋଗ ଦେଲେ ବାଚସ୍ପତି
ସୂଚନା ଅନୁଯାୟୀ ଆଜି 2ଘଟିକା ସମୟ ରେ ରାଜବାଟି ଠାରେ ସ୍ବର୍ଗତ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂ ଙ୍କ 11ତମ ଶ୍ରାଧ ବାର୍ଷିକ ଅବସର ରେ ଯୋଗ ଦେଲେ ମାନନୀୟା ବାଚସ୍ପତି ସୁରମା ପାଢ଼ୀ, ଏହି ଶ୍ରାଧ ବାର୍ଷିକ ଅବସର ରେଖଣ୍ଡପଡ଼ା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ,, ସମାଜସେବୀ ଅଖିଳ ମହାରଣା,, ଓ ବାଚସ୍ପତି ଙ୍କ ସ୍ୱାମୀ ବିପିନ ପାଢ଼ୀ ଯୋଗ ଦେଇ କୁମାର ସାହେବ ଙ୍କ ସ୍ମୁତି ଉଦେଶ୍ୟ ରେ ତଥା କୁମାର ସାହେବ ଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, କୁମାରସାହେବ ଙ୍କ ସ୍ମୁତି ଚାରଣ କରି ନିଜ ନିଜର ସୁ ବକ୍ତବ୍ୟ ପ୍ରଦାନ କରି ସ୍ମୁତି ଚାରଣ କରିଥିଲେ, ଏହି ଅବସର ରେ ହେମେନ୍ଦ୍ର ସେନା ପକ୍ଷରୁ ଆଜିର ଦିବସ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା,-ଏହି ଅବସର ରେ ରାଣୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ସହ ଓ ଅନ୍ୟମାନେ ଉପସ୍ଥିତ ଥିଲେ