ସ୍ମାଇଲ ନୟାଗଡ଼ ପକ୍ଷରୁ ଉଲ୍ଲାସ ଉତ୍ସବ

ନୟାଗଡ଼ ର ଅଗ୍ରଣୀ ସଂସ୍ଥା ସ୍ମାଇଲ ନୟାଗଡ଼ ପକ୍ଷରୁ ରାଜ୍ୟସରକାରଙ୍କ ଭାଷା, ସାହିତ୍ୟ, ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉଲ୍ଲାସ ଉତ୍ସବ ଅନୁଷ୍ଠିତ ହୋଇଛି ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପ ଠାରେ ଅନୁଷ୍ଠାନ ର ଅଧକ୍ଷ ରବୀନ୍ଦ୍ର କୁମାର ଦାସ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୌରପରିଷଦଅଧକ୍ଷା ନିରୁପମା ଖଟେଇ, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, ସମାଜ ସେବି ଦାମୋଦର ସାହୁ ସମାଜ ସେବି ପ୍ରମୋଦ ପଟ୍ଟନାୟକ, ସନ୍ତୋଷ କୁମାର ପ୍ରଧାନ, ଶିବରାମ ମହାପାତ୍ର ପ୍ରମୁଖ ଅତିଥି ଭାବେଯୋଗ ଦେଇ ବିଭିର୍ନ ବିଷୟ ରେ ଆଲୋଚନା କରିଥିଲେ,ଏହି ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

You might also like