ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କଣ୍ଟିଲୋ ପାଣୁ ସାହୁ ଗାଁ ରେ ଜବର ଦଖଲ ଉଛେଦ, ଜବରଦଖଲ କାରି ଙ୍କ ପକ୍ଷରୁ ଜିଲ୍ଲା ପାଳଙ୍କୁ ଦାବି ପତ୍ର, ଦାବି ପତ୍ର ପାଇବା ପରେ ଦାବି ପତ୍ର ଚିରିଲେଜିଲାପାଳ

ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କଣ୍ଟିଲୋ ପାଣୁ ସାହୁ ପାଟଣା ଗାଁ ରେ ଜବର ଦଖଲ ଉଛେଦ, ଜବର ଦଖଲ କାରୀଜିଲ୍ଲା ପାଳଙ୍କକାର୍ଯ୍ୟଳୟ ରେ ଆଜି ସକାଳ 10ଟା ସମୟ ରେ ଜିଲ୍ଲା ପାଳଙ୍କୁ ଭେଟି କାର୍ଯ୍ୟନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ,ଦାବି ପତ୍ରକୁ ଅଣ ଦେଖା କରି ଦାବି ପତ୍ର ଚିରିଲେ ଜିଲାପାଳ,ସୂଚନା ଅନୁସାରେ କଣ୍ଟିଲୋ ପଞ୍ଚାୟତଅନ୍ତର୍ଗତ ପାଣୁ ସାହୁ ପାଟଣା ଗ୍ରାମରେ ଏକ ସରକାରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଥିବା ବେଳେ, ଏଥି ପାଇଁ ଆବଶ୍ୟକ ଗୃହ ନିର୍ମାଣ ପାଇଁ ପାଣୁ ସାହୁ ପାଟଣା ମଧ୍ୟ ଇଂରାଜୀ ବିଦ୍ୟାଳୟ ନିକଟ ପାହାଡ଼ ପାଦ ଦେଶ ରେ ଥିବା ସରକାରୀ ଜାଗାକୁ ଚିନ୍ହଟ କରାଯାଇଥିଲା,

କିନ୍ତୁ ସେଠାରେ କିଛି ନିଜ ସ୍ୱାର୍ଥ ବ୍ୟକ୍ତି ଜମି ଜବରଦଖଲ କରି ଅସ୍ଥାୟୀ ଗୃହ ନିର୍ମାଣ କରିଥିଲେ,, ଗ୍ରାମବାସୀଙ୍କ ଅଭିଯୋଗ ପରେଖଣ୍ଡପଡ଼ା ତହସିଲଦାର ଙ୍କ ପକ୍ଷରୁ ଜବର ଦଖଲ ଉଛେଦ କରାଯାଇଛି, ଅସ୍ଥାୟୀ ଗୃହ ନିର୍ମାଣ କରିଥିବା ପ୍ରାୟ 3ପରିବାର ଏ ଘଟଣା କୁ ଭିତି କରି ପୁନର୍ବାର ସେଯାଗା ପାଇଁ ଦାବି କରି ଆଜି କାର୍ଯ୍ୟାଳୟ ରେ ପହଂଚି ଜିଲ୍ଲା ପାଳଙ୍କୁ ଭେଟି 3ପରିବାର ଦାବି ପତ୍ର ପ୍ରଦାନ କରିଥିଲେ, କିନ୍ତୁ ଜିଲ୍ଲା ପାଳ ଦାବି ପତ୍ର ପାଇଲା ପରେ ତାକୁ ଚିରି ଦେଇଥିବା 3ପରିବlରପକ୍ଷରୁ ଅଭିଯୋଗ ହୋଇଛି, ତତ ସହିତ 3ପରିବାର ଅନଶନ ରେ କାର୍ଯ୍ୟାଳୟ ରେ ବସି ଥିବା ଦେଖିବାକୁ ମିଳିଥିବା ବେଳେ, କାର୍ଯ୍ୟନୁଷ୍ଠାନ ଗ୍ରହଣ ପର୍ଯ୍ୟନ୍ତ ଅନଶନ ରେ ବସି ରହିବେ ବୋଲି ଚେତାବନୀ ଦେଇ ଛନ୍ତି

You might also like