୨୦୨୫ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ବୈଠକ

ଆଜି ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ୨୦୨୫ ନିମନ୍ତେ ନୂତନ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାବ୍ଦାର ଉପସ୍ଥିତ ସମସ୍ତ ଙ୍କୁ ସ୍ଵାଗତ କରି ଆହ୍ୱାନ କରାଯାଇଥିବା ବୈଠକ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ୧୭ ବର୍ଷରୁ ୧୮ ବର୍ଷ ଗ୍ରୁପର ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ବର୍ଷକୁ ଚାରୋଟି ଦିବସ ଯଥା- ଜାନୁଆରୀ ୧, ଏପ୍ରିଲ ୧,ଜୁଲାଇ ୧ ଏବଂ ଅକ୍ଟୋବର ୧,୨୦୨୪ ସୁଦ୍ଧା ଯେଉଁମାନଙ୍କର ବୟସ ୧୭ ବର୍ଷରୁ ଉର୍ଦ୍ଧ ହୋଇଥିବ ସେମାନେ ଅଗ୍ରୀମ ଫକୀକରଣ କରିପାରିବେ ।

ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଏହାର ସର୍ତ୍ତେ କରିବେ ଏବଂ ଯେଉଁମାନଙ୍କୁ ୧୭ ବର୍ଷ ହୋଇଥିବ ସେମାନଙ୍କ କାଗଜାତ ନେଇ ଭୋଟର ହେଲପ୍ ଲାଇନ ଆପ୍ ଡ଼ାଉନଲୋଡ୍ କରି କିମ୍ବା voterportal. eci. gov. in କିମ୍ବା nvsp. in ଦ୍ୱାରା ସେମାନେ ଆଧାର ଲିଙ୍ଗ ଏବଂ ନୂତନ ଫକୀକରଣ କରିପାରିବେ । ୨୮.୧୦.୨୦୨୪ରେ integrated draft rode ପ୍ରସ୍ତୁତ କରାଯାଇ ୨୯. ୧୦. ୨୦୨୪ରେ ପ୍ରକାଶ କରାଯିବ ଏହା ପରେ ନଭେମ୍ବର ୨୦୨୪ରେବୁଥ ସ୍ତରୀୟ ଅଧିକାରୀ ମାନେ special campa ign ଯଥା -2.11.2024,ତା 10.112024,ତା 16.11.2024ଓ 24.11.2024କରି ପଞ୍ଜିକରଣ ଆପ ରେ ଅପଲୋଡ଼ କରିବେ, claim objection ଗୁଡିକ ଜନ ସାଧାରଣ ଙ୍କ ଠାରୁ ତା 24.12.2024ରିଖ ସୁଦ୍ଧା ଗ୍ରହଣକରାଯିବ, ଏବଂ ତା 06.01.2025ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ, ଏହି ପରି ପ୍ରେକ୍ଷୀ ରେ ତା 29.10.2024ରିଖ ସକାଳ 7ଟା ସମୟ ରେ ନୂତନ ଭୋଟର ମାନଙ୍କ ମନରେ ଏହା ପ୍ରତି ଆଗ୍ରହ ତଥା ସଚେତନତା ସୃଷ୍ଟି କରିବା ପାଇଁ ଏକ ପଦ ଯାତ୍ରା ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରୁ ବାହାରି, ପୁରୁଣା ସହର ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଗଲା ପାରେ ଏକ ବୈଠକ ତଥା ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ଡେପୁଟି କଲେକ୍ଟର ନିର୍ବାଚନ ତପସ୍ୱିନୀ ହାଁସଦା ପ୍ରକାଶ କରିଥିଲେ, ଏହିବୈଠକ ରେ ଜିଲ୍ଲା ପାରିଷଦ ମୁଖ୍ୟ ଉର୍ନୟନ ଅଧିକାରୀ ଶ୍ରୀ ଦେବଦତ ପଣ୍ଡା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ,ବିଭିର୍ନ ମହା ବିଦ୍ୟାଳୟ ର ଅଧକ୍ଷା, ଅଧକ୍ଷ ନୟାଗଡ଼ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

You might also like