ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକ ପରୀକ୍ଷା ଅନୁଷ୍ଠିତ ହୋଇଆଜିଛି । ସୂଚନା ମୁତାବକ ଆଜି ନୂଆଗାଁ ଉଚ୍ଚ ବିଦ୍ୟାଳୟ ଓ ମହିପୁର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ଓଡ଼ିଶା ଆଦର୍ଶ ପରୀକ୍ଷା ପ୍ରବେଶିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଉଭୟ କେନ୍ଦ୍ରରେ ୩୩୬ ଛାତ୍ର ଛାତ୍ରୀ ନାମପାଞ୍ଜିକାରଣ କରିଥିଲେ ପରୀକ୍ଷା ପାଇଁ । କିନ୍ତୁ ସେଥିମଧ୍ୟରୁ ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ୧୭୦ ମଧ୍ୟରୁ ୧୫୯ ଉପସ୍ଥିତ ଥିବା ବେଳେ୧୧ ଜଣ ଉଅନୁପସ୍ଥିତ ରହିଥିଲେ । ମହିପୁର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟାୟ ମଧ୍ୟରେ ୧୬୬ ଋ ୧୬୩ ଉପସ୍ଥିତ ରହି ୩ ଜଣ ଅନୁପସ୍ଥିତ ରହିଥିଲେ ।