୫୧ ମଦ୍ୟପ ଚାଳକ ଗିରଫ

ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମ ରେ ଜିଲ୍ଲା ର ବିଭିର୍ନ ଥାନା ପୋଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କରାଯାଇ ଥିଲା, ଏହି ଯାଞ୍ଚ ସମୟ ରେ ମଦ୍ୟ ପାନ କରି ଗାଡି ଚଳାଉ ଥିବା 51ଜଣକୁ ପୋଲିସ ଗିରଫ କରିଛି,51ଜଣକ ବିରୁଦ୍ଧରେ ମାମଲା ରୁଜୁ ହୋଇଛି, ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଟାଉନ ଥାନା ପୋଲିସ 5, ସଦର ଥାନା ପୋଲିସ 5, ଇଟାମାଟି 5, ନୂଆଗାଁ 2, ଦଶପଲ୍ଲା 3, ଵାଣିଗୋଚ୍ଛା 1, ଖଣ୍ଡପଡ଼ା 2, ଫତେଗଡ଼ 7, ଗଣିଆ 5, ଶରଣକୂଳ 2, ଓଡ଼ଗାଁ 5, ରଣପୁର 5, ଚାନ୍ଦ ପୁର ପୋଲିସ 4ଜଣକୁ ଗିରଫ କରିବା ସହ ସମାନ ମାମଲା ରୁଜୁ କରିଛି,

ନୟାଗଡ଼ ଏସପି ରାହୁଲ ଜୈନ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଅଭିଯାନ ତଥା ଯାଞ୍ଚ ପ୍ରକ୍ରିୟା ରେ ଟ୍ରାଫିକ ନିୟମ ଉଲଂଘନ ତଥା ମଦ୍ୟ ପାନ କରି ଗାଡି ଚଳାଉ ଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି, କଟକଣାକୁ ଆହୁରି କଡାକଡି କରିବା ଆବଶ୍ୟକ ବୋଲି ବିଭିର୍ନ ମହଲ ରୁ ମତ ପ୍ରକାଶ ପାଇଛି

PS WISE DRUNKEN DRIVE CASES DETECTED
Nayagarh PS- 05
Sadar PS-05
Itamati PS-05
Nuagaon PS-02
Daspalla PS-03
Banigochha PS-01
Khandapada PS-02
Fategarh PS-07
Gania PS-05
Saranakul PS-02
Odagaon PS-05
Ranapur PS-05
Chandapur PS-04

You might also like