Skip to content

ୱାର୍ଡ଼ ସଦସ୍ୟ ଓ ସଦସ୍ୟାଙ୍କ ପୁନଃ ନବୀକରଣ ପାଠ୍ୟକ୍ରମ ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ୱାର୍ଡ଼ ସଦସ୍ୟ ସଦସ୍ୟା ଙ୍କ ପୁନଃ ନବୀକରଣ ପାଠ୍ୟକ୍ରମ ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପଞ୍ଚାୟତ ସାଧନକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଛି, ଏଥିରେ ଓଡ଼ଗାଁ ବ୍ଳକ ର ତିନିଗୋଟି ଗ୍ରାମ ପଞ୍ଚାୟତ ଯଥା ଗୋତିସାହି, ସୋଲପଟା, ଏବଂ ଶରଣକୂଳ ର ୱାର୍ଡ଼ ସଭ୍ୟ ସଭ୍ୟା ଯୋଗ ଦେଇ ଥିଲେ,

ଏହି କାର୍ଯ୍ୟକ୍ରମ ରେ ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ଶୁଭଆରମ୍ଭ କରିଥିଲେ,ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ତଥା କାର୍ୟନିର୍ବାହୀ ଶ୍ରୀ ଦେବଦତ ପଣ୍ଡା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଷୟ ରେ ସଭ୍ୟ ସଭ୍ୟା ମାନଙ୍କୁ ଅବଗତ କରାଇଥିଲେ,କାର୍ଯ୍ୟକ୍ରମ ର ପରିଚାଳକ ଶ୍ରୀ ଶିବ ପ୍ରସାଦ ଦାସ ଏହାକୁ ପରିଚାଳନା କରିଥିଲେ,

Ad 1