10ଦଫା ଦାବି ନେଇ ନର୍ସିଙ୍ଗ କର୍ମଚାରୀଙ୍କମୁଖ୍ୟ ଚିକିତ୍ସା ଳୟ ପରିସର ରେ ଆନ୍ଦୋଳନ

ସୂଚନା ଅନୁସାରେ ବିଭିର୍ନ ସମସ୍ୟା ନେଇ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆଜି 11ଘଟିକା ସମୟ ରେ ମୁଖ୍ୟ ଚିକିତ୍ସା ଳୟ ପରିସର ରେ ନର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ ସହ ନାରାବାଜି ଦେଖିବାକୁ ମିଳିଛି,ଦାବି ପୂରଣ ନହେଲେ 27ତାରିଖ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଥିବା ବେଳେ, ଅନ୍ୟ ପକ୍ଷରେ ଆନ୍ଦୋଳନ ନକରିବାକୁ ଓଡିଶା ନର୍ସିଙ୍ଗ ନିର୍ଦେଶାଳୟ ପକ୍ଷରୁ ତାଗିଦ କରାଯାଇଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ିନାହିଁ,ଏପଟେ ମୁଖ୍ୟ ଚିକିତ୍ସା ଳୟ ରେ କାର୍ଯ୍ୟରତ ସମସ୍ତ ନର୍ସିଙ୍ଗ କର୍ମଚାରୀ, ଏକାଠି ହୋଇ,ନାରାବାଜି ଦେଇ ଥିବା ବେଳେ, ନର୍ସିଙ୍ଗ କ୍ଷେତ୍ର ରେ ଆଉଟ ସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ କରିବା, 2013ନଭେମ୍ବର 12ପୂର୍ବ ରୁ ନିଯୁକ୍ତି ପାଇଥିବା ନର୍ସିଙ୍ଗ ଅଫିସରଙ୍କ 6ବର୍ଷିଆ ଚୁକ୍ତି ଭିତିକ ଅବଧିକୁ ମୂଳ ଚାକିରୀ ସୀମା ରେ ମିଶାଇ ପଦୋର୍ନତି ପ୍ରଦାନ କରିବା, ଯୋଗ୍ୟ ନର୍ସିଙ୍ଗ ଅଫିସର ଙ୍କୁ ବରିଷ୍ଠତା ଭିତି ରେ ସିନିଅର ନର୍ସିଙ୍ଗ ଅଫିସର ଭାବେ ପଦୋର୍ନତି କରିବା, ଆଦି 10ଦଫା ଦାବି ନେଇ କର୍ମଚାରୀ ଦାବି ରଖି ଥିବା ବେଳେ ଦୁଇ ଦିନ ଭିତରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ବ୍ୟାପକ କରାଯିବବୋଲିକର୍ମଚାରୀ କହିଥିଲେ

You might also like